ନଭେମ୍ବର ୩ ତାରିଖ ଯାଏ ଫର୍ମ ପୂରଣ ଅବଧି ବୃଦ୍ଧି

ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି

ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି । ନଭେମ୍ବର ୩ ତାରିଖ ଯାଏ ଫର୍ମ ପୂରଣ ଅବଧି ବୃଦ୍ଧି। ବାତ୍ୟା ‘ମୋନ୍ଥା’ର ପ୍ରଭାବକୁ ନଜର ରଖି ବୃଦ୍ଧି କଲେ ସରକାର। ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ କଲେଜ ଓ ସ୍କୁଲରୁ ଅନୁରୋଧ ଆସିଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ CHSEର ନିଷ୍ପତ୍ତି।