ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ କଲା IMA

ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ କଲା IMA

ସନ୍ଦୀପ ଘୋଷଙ୍କୁ ସସପେଣ୍ଡ କଲା IMA। ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିବାଦରେ ଥିବା ଆର ଜି କର୍ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଆଜି ସସପେଣ୍ଡ କରିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍। ସନ୍ଦୀପ ଘୋଷ IMA କୋଲକାତା ବ୍ରାଞ୍ଚର ଉପସଭାପତି ଥିଲେ। IMA ରାଷ୍ଟ୍ରୀୟ ସଭାପତି ଡାକ୍ତର ଆରଭି ଅଶୋକାନଙ୍କ ନେତୃତ୍ବରେ ଗଠିତ ଶୃଙ୍ଖଳା କମିଟି ସନ୍ଦୀପ ଘୋଷଙ୍କୁ ସଦସ୍ୟତା ପଦରୁ ନିଲମ୍ବନ କରିଛି।

Leave a Reply

Your email address will not be published. Required fields are marked *