ମାଡିଆସୁଛି ‘, ୧୭୮ଟି ଟ୍ରେନ୍ ବାତିଲ
ପାଇଁ ବ୍ୟାପକ ଟ୍ରେନ୍ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍ ବାତିଲ ନେଇ ରେଲୱେର ସୂଚନା । ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ୍ ବାତିଲ ହୋଇଛି । ଅପ୍ ଟ୍ରେନ୍ ୮୫ ଏବଂ ଡାଉନ୍ ଟ୍ରେନ୍ ୯୩ଟି ବାତିଲ ।
ଜାଣନ୍ତୁ କେଉଁ ସବୁ ଟ୍ରେନ୍ ବାତିଲ୍ ହୋଇଛି ?
-ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର ବାତିଲ୍
-ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ ବାତିଲ୍
-ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ବାତିଲ୍
-ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚୋରୀ-ଭୁବନେଶ୍ୱର ବାତିଲ୍
