ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମାରିଲା ପଇଁତରା । ନୀଳଚକ୍ର ଠାରୁ ସିଂହଦ୍ଵାର,ପୁଣି ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ 15 ମିନିଟ କାଳ ପଇଁତରା ମାରିବା ଦେଖାଦେଇଛି । କେଉଁଠାରୁ ଡ୍ରୋନ ଅପରେଟ ହେଉଛି,କିଏ ଅପରେଟ୍ ହୋଇଛି,ଯାଞ୍ଚ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *