IAS ସ୍ତରରେ ଅଦଳବଦଳ

ଡି. ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଇଡକୋ ଏମଡି

IAS ସ୍ତରରେ ଅଦଳବଦଳ । ପୁଣିଥରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଡି. ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଇଡକୋ ଏମଡି । ସେହିପରି ରଶ୍ମିତା ପଣ୍ଡା ହେଲେ MSME ସଚିବ ।

ସୁରେନ୍ଦ୍ର କୁମାର ମୀନାଙ୍କୁ CMGIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଛି । ଅବୋଲି ସୁନୀଲ ନରଓ୍ବେଣଙ୍କୁ ଇପିକଲର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବାବେଳେ ଭୂପିନ୍ଦର ସିଂହ ପୁନିଆଙ୍କୁ କ୍ରୀଡ଼ା ବିଭାଗ ସଚିବର ଅତିରିକ୍ତ ଦାୟିତ୍ବ ମିଳିଛି ।

Leave a Reply

Your email address will not be published. Required fields are marked *