ବଢିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ୧ବର୍ଷ ପାଇଁ କାର୍ଯ୍ୟକାଳ ବଢିଥିବା ସୂଚନା । କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ ମିଳିଛି । ଡିସେମ୍ବର ୩୧ରେ ସରୁଥିଲା ମନୋଜଙ୍କ କାର୍ଯ୍ୟକାଳ । ୨୦୨୫ ଜାନୁଆରୀ ୧ରୁ ବର୍ଷେ ଯାଏଁ ବଢିଲା କାର୍ଯ୍ୟକାଳ । ୨୦୨୬ ଯାଏଁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିବେ ମନୋଜ ଆହୁଜା ।
