ଚାଷୀଙ୍କୁ ମିଳିବ ସହାୟତା

ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା । ସମୀକ୍ଷା ବୈଠକ ପରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସୂଚନା । ରାଜ୍ବସ ଓ କୃଷି ଅଧିକୀରୀଙ୍କ ମିିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବ । ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

କେଉଁ ଚାଷୀଙ୍କୁ ମିଳିବ କେତେ ସହାୟତା ?

– ପ୍ଲାଣ୍ଟେସନ୍ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ମିଳିବ
– ଆଗ୍ରୋ ଫରେଷ୍ଟ ପ୍ଲାଣ୍ଟେସନ୍ ଚାଷୀଙ୍କୁ ସର୍ବନିମ୍ନ ୨୫୦୦ ଟଙ୍କା ମିଳିବ
– ଅଧା ହେକ୍ଚର ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦ ଟଙ୍କା ମିଳିବ
– ଅଳ୍ପ କିଛି କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିବ ସର୍ବନିମ୍ନ ୧୦୦୦ ଟଙ୍କା
– ଜଳ ସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ୧୭,୦୦୦ ଟଙ୍କା ମିଳିବ
– ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ମିଳିବ

Leave a Reply

Your email address will not be published. Required fields are marked *