ୱାର୍ଡ ସ୍ତରରୁ ବିଧାନ ସଭା ଘେରାଉ କରିବ କଂଗ୍ରେସ

ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଜାନୁଆରୀ ୮ ରୁ ଫେବୃଆରୀ ୨୫ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ । ମନରେଗା ନା ବଦଳେଇବା ପ୍ରସଙ୍ଗ ଉପରେ କଂଗ୍ରେସ କରିବ ଆନ୍ଦୋଳନ। ୱାର୍ଡ ସ୍ତରରୁ ବିଧାନ ସଭା ଘେରାଉ କରିବ କଂଗ୍ରେସ । ମନରେଗା ବଚାଉ କାର୍ଯ୍ୟକ୍ରମ କରିବ କଂଗ୍ରେସ। ମନରେଗା ନା ବଦଳେଇବା ପ୍ରସଙ୍ଗ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି ।ନା ବଦଳେଇବା କୁ କେନ୍ଦ୍ର ସରକାର ଉପରେ ବର୍ଷିଲେ ଏଆଇସିସି ସାଧାରଣ ସମ୍ପାଦକ ରନ୍ଦିପ ସୁରୱେଲା । ଦେଶ ର ମଜଦୂର କୁ ମାଡ଼ ମାରିଛନ୍ତି କେନ୍ଦ୍ର ସରକାର । ମନରେଗା ନା ପରିବର୍ତ୍ତନ କରିବା ବଡ ଭୁଲ। ୫୦ କୋଟି ପରିବାର ପ୍ରଭାବିତ ହେବେ। କାନୁନ୍ କୁ ହତ୍ୟା ବୋଲି କହିଲେ। ଏସସି, ଏସଟି ଓ ଓବିସି ଉପରେ ଆକ୍ରମଣ। କୋଟି କୋଟି ମୂଲିଆ ଓ ମଜଦୂରଙ୍କୁ ଆକ୍ରମଣ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *