ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର୍
ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର୍ । ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡାଙ୍କ ଘର ଉପରେ ବୁଲଡୋଜର୍ ବୁଲିଲା । କିଛିଦିନ ପୂର୍ବେ ୨୦୦ ଗ୍ରାମ ବ୍ରାଉନସୁଗର ବିକ୍ରି କରି ଜେଲ୍ ରେ ଅଛନ୍ତି ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡା । ପୁରୀକୁ ନିଶାମୁକ୍ତ କରିବାକୁ ପୋଲିସର ଜାରି ରହିଛି ଅପରେସନ ଚକ୍ର । ସରକାରୀ ଜାଗାରେ ଜୋରଜବରଦସ୍ତ ଘର କରି ନିଶା କାରବାର କରୁଥିଲେ ସୁକାନ୍ତି ପଣ୍ଡା ।
