ରାଜ୍ୟରେ BSKY ଦୁର୍ନୀତିର ହେବ ତଦନ୍ତ

ରାଜ୍ୟରେ BSKY ଦୁର୍ନୀତିର ହେବ ତଦନ୍ତ

ରାଜ୍ୟରେ BSKY ଦୁର୍ନୀତିର ହେବ ତଦନ୍ତ । ପୂର୍ବରୁ ହିତାଧିକାରୀଙ୍କ ପାଖରେ କାର୍ଡ ଥିଲେ ମଧ୍ୟ ପ୍ରତ୍ୟାଖିତ ହେଉଥିଲା । ମନ ଇଚ୍ଛା ହସ୍ପିଟାଲ ବିଲ୍ କରି ଲୋକଙ୍କୁ ଶୋଷଣ କରାଯାଉଥିଲା । ଏହି ଦୁର୍ନୀତିର ବର୍ତ୍ତମାନ ତଦନ୍ତ କରାଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ସରକାରରେ ଥିବା ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ, ଯାହା ଖୁବଶୀଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ।