ଭୁବନେଶ୍ବରରେ ବୋମାମାଡ଼, ତନାଘନା ଜାରି ରଖିଛି NIA

ଭୁବନେଶ୍ବରରେ ବୋମାମାଡ଼, ତନାଘନା ଜାରି ରଖିଛି NIA

ଭୁବନେଶ୍ବରରେ ବୋମାମାଡ଼ ।  ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରେ ବୋମାମାଡ଼ ହୋଇଛି ।  ସ୍କୁଲରେ କ୍ଲାସ ଚାଲିଥିବା ବେଳେ ବୋମାମାଡ ହୋଇଥିବା ସୂଚନା ମିଳିଛି ।  କେହି ଦୁର୍ବୃତ୍ତ ଆସି ବୋମମାଡ଼ କରିଥିବା ସନ୍ଦେହ କରାଯାଉଛି ।ବୋମାମାଡ଼ ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ସିସିଟିବି ଆଧାରରେ ତଦନ୍ତ ଜାରି ରହିଛି ।  NIA ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି। କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *