ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ୧୦ କର୍ମୀ

ସୁକିନ୍ଦାରେ ମିଶ୍ରଣ ପର୍ବ

ସୁକିନ୍ଦାରେ ମିଶ୍ରଣ ପର୍ବ l ଫୁଲ ଛାଡ଼ି ଶଙ୍ଖ ମୁଁହା ହେଲେଣି ଭୋଟର l ମୁଖ୍ୟମନ୍ତ୍ରୀ ର ନୀତି,ଆଦର୍ଶ, ବିଚାରଧାରା ପ୍ରତି ଆକୃଷ୍ଟ ଏବଂ ସ୍ଥାନୀୟ ବିଧାୟକ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ବିଜେପି କିଛି କର୍ମୀ ଆଜି ବିଜେଡି ରେ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ଘଡାଇ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି। ଆଗାମୀ ଦିନରେ ବି ଏହି ଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ମନ୍ତ୍ରୀ ଙ୍କ ର ସୂଚନା l