ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୧୧୨ ସିଟରେ ପ୍ରାର୍ଥୀ ଦେଲା ବିଜେପି

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ସମସ୍ତ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଜି ୧୧୨ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର ।

ସେହିପରି ପଦ୍ମପୁର- ଗୋବର୍ଦ୍ଧନ ଭୋଇ, ବିଜେପୁର- ସନତ ଗର୍ତ୍ତିଆ, ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା- ନିହାର ମହାନନ୍ଦ, ଭଟଲୀ- ଇରାଶିଷ୍ ଆଚାର୍ଯ୍ୟ, ବ୍ରଜରାଜନଗର- ସୁରେଶ ପୂଜାରୀ, ଝାରସୁଗୁଡ଼ା- ଟଙ୍କଧର ତ୍ରୀପାଠୀ, ତଳସରା- ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼- କୁସୁମ ଟେଟେ, ବୀରମିତ୍ରପୁର- ଶଙ୍କର ଓରାମ, ରଘୁନାଥପାଲି- ଦୁର୍ଗାଚରଣ ତାଣ୍ଟି, ରାଜଗାଙ୍ଗପୁର- ନରସିଂହ ମିଞ୍ଜ, ବଣାଇ- ସେବତୀ ନାୟକ, କୁଚିଣ୍ଡା- ରବିନାରାୟଣ ନାୟକ, ରେଙ୍ଗାଲି- ନାଉରୀ ନାୟକ, ସମ୍ବଲପୁର- ଜୟନାରାୟଣ ମିଶ୍ର, ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର, ଦେବଗଡ଼- ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଆନନ୍ଦପୁର- ଆଲୋକ କୁମାର ସେଠୀ, କେନ୍ଦୁଝର- ମୋହନ ମାଝୀ,

ଯଶୀପୁର- ଗଣେଶ ରାମସିଂହ ଖୁଣ୍ଟିଆ, ଉଦଳା- ଭାସ୍କର ମଢେଇ, ବଡ଼ସାହି- ସନାତନ ବିଜୁଳି ପ୍ରାର୍ଥୀ ହୋଇଛନ୍ତି । ବାରିପଦା- ପ୍ରକାଶ ସୋରେନ, ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱର- ବ୍ରଜମୋହନ ପ୍ରଧାନ, ବାଲେଶ୍ୱର- ମାନସ କୁମାର ଦତ୍ତ, ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ, ସୋର- ରାଜେନ୍ଦ୍ର ଦାସ, ସିମୁଳିଆ- ପଦ୍ମଲୋଚନ ପଣ୍ଡା, ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର, ଧାମନଗର- ସୂର୍ଯ୍ୟବଂଶୀ ସୂରଜ, ଚାନ୍ଦବାଲି- ମନମୋହନ ସାମଲ, ବିଞ୍ଝାରପୁର- ବବିତା ମଲ୍ଲିକ, ବଡ଼ଚଣା- ଅମର ନାୟକ, ଧର୍ମଶାଳା- ସ୍ମୃତିରେଖା ପହି, ଯାଜପୁର- ଗୌତମ ରୟ, କୋରେଇ- ଆକାଶ ଦାସ ନାୟକ,

ସୁକିନ୍ଦା- ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର- ଶତ୍ରୁଘ୍ନ ଜେନା, ପରଜଙ୍ଗ- ବିଭୂତି ଭୂଷଣ ପ୍ରଧାନ, ପାଲଲହଡ଼ା- ଅଶୋକ ମହାନ୍ତି, ତାଳଚେର- କାଳନ୍ଦୀ ଚରଣ ସାମଲ, ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା- ଅଗସ୍ତି ବେହେରା, ଆଠମଲ୍ଲିକ- ସଞ୍ଜୀବ ସାହୁ, ବିରମହାରାଜପୁର- ରଘୁନାଥ ଜଗଦଲ, ସୋନପୁର- ପ୍ରମୋଦ ମହାପାତ୍ର, ଲୋହିସିଂହା- ମୁକେଶ ମହାଲିଙ୍ଗ, ପାଟଣାଗଡ଼- କନକବର୍ଦ୍ଧନ ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ବଲାଙ୍ଗୀର- ଗୋପାଳଜି ପାଣିଗ୍ରାହୀ, ଟିଟିଲାଗଡ଼- ନବୀନ ଜୈନ, କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ୍, ନୂଆପଡ଼ା- ଅଭିନନ୍ଦନ କୁମାର ପଣ୍ଡା, ଖରିଆର- ହିତେଶ କୁମାର ବଗର୍ତ୍ତି, ଉମରକୋଟ୍- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର(ଏସିଟି)- ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼(ଏସଟି)-ରମେଶ ଚନ୍ଦ୍ର ମାଝୀ, ଜୁନାଗଡ଼- ମନୋଜ କୁମାର ମେହେର, ଧର୍ମଗଡ଼- ସୁଧୀର କୁମାର ପଟ୍ଟଯୋଶୀ, ଭବାନୀପାଟଣା(ଏସସି)-ପ୍ରଦୀପ୍ତ କୁମାର ନାୟକ, ନର୍ଲା- ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା(ଏସଟି)- କଳ୍ପନା କୁମାରୀ କହଁର, ଜି. ଉଦୟଗିରି(ଏସଟି)- ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ(ଏସଟି)- ଉମାଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ- ସରୋଜ ପ୍ରଧାନ,

ବଡ଼ମ୍ବା- ସମ୍ବିତ ତ୍ରିପାଠୀ, ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼- ଅଭୟ କୁମାର ବାରିକ, ଚୌଦ୍ୱାର(କଟକ)- ନୟନ କିଶୋର ମହାନ୍ତି, ନିଆଳି(ଏସସି)- ଛବି ମଲ୍ଳିକ, କଟକ ସଦର(ଏସସି)- ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା- ସୁମନ୍ତ କୁମାର ଘଡେଇ, ପାଟକୁରା-ତେଜେଶ୍ୱର ପରିଡ଼ା, ଆଳି- କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ା- ଡ.ଦୁର୍ଗା ପ୍ରସନ୍ନ ନାୟକ, ପାରାଦୀପ- ସମ୍ପଦ କୁମାର ସ୍ୱାଇଁ, ତିର୍ତ୍ତୋଲ(ଏସସି)- ରାଜକିଶୋର ବେହେରା ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ପୁରୀ- ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି- ଉପାସନା ମହାପାତ୍ର, ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର, ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ, ଜୟଦେବ(ଏସସି)-ଅରବିନ୍ଦ ଢାଲି, ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର(ଉତ୍ତର) – ପ୍ରିୟଦର୍ଶୀ ମିଶ୍ର, ଏକାମ୍ର(ଭୁବନେଶ୍ୱର)-ବାବୁ ସିଂହ, ଜଟଣୀ-ବିଶ୍ୱରଞ୍ଜନ ବଡ଼ଜେନା, ଚିଲିକା-ପୃଥ୍ୱୀରାଜ ହରିଚନ୍ଦନ, ରଣପୁର-ତାପସ ରଞ୍ଜନ ମାର୍ଥା, ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲା(ଏସସି)-ରାଘବ ମଲ୍ଲିକ, ନୟାଗଡ଼-ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ,

ଭଞ୍ଜନଗର- ପ୍ରଦୁ୍ୟମ୍ନ କୁମାର ନାୟକ, ପୋଲସରା-ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟ ନଗର- ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟ(ଏସସି)- ପୂର୍ଣ୍ଣ ଚନ୍ଦ୍ର ନାୟକ, ଛତ୍ରପୁର(ଏସସି)- କୃଷ୍ଣ ଚନ୍ଦ୍ର ନାୟକ, ଆସିକା- ସରୋଜ କୁମାର ପାଢୀ, ସୋରଡ଼ା- ନୀଳମଣି ବିଷୋୟୀ, ହିଞ୍ଜିଳି-ଶିଶିର ମିଶ୍ର, ଗୋପାଳପୁର- ବିଭୂତି ଭୂଷଣ ଜେନା, ବ୍ରହ୍ମପୁର- କେ.ଅନୀଲ କୁମାର, ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର, ଚିକିଟି- ମନୋରଞ୍ଜନ ଦୟାନ ସାମନ୍ତରାୟ, ପାରଳାଖେମୁଣ୍ଡି- କେ.ନାରାୟଣ ରାଓ, ଗୁଣୁପୁର(ଏସ୍ଟି)- ତ୍ରିନାଥ ଗମାଙ୍ଗ, କୋରାପୁଟ(ଏସସି)- ରଘୁରାମ ମାଛ, ପଟାଙ୍ଗୀ(ଏସଟି)- ଚୈତନ୍ୟ ହଣ୍ଟାଳ, ମାଲକାନଗିରି (ଏସଟି)-ନରସିଂହ ମାଡ଼କାମୀ ପ୍ରାର୍ଥୀ ହୋଇଛନ୍ତି । ୧୧୨ ସିଟରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ୩୫ ଆସନ ବାକି ରହିଛି ।