ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାଁ

ବଦଳିବ ନାହିଁ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ

ବଦଳିବ ନାହିଁ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ସବୁବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଇଆସିଛି । ତେବେ ବିଜୁ ବାବୁଙ୍କୁ କୌଣସି ଦଳର ନୁହେଁ ବରଂ ତାଙ୍କୁ ଓଡିଶାର ବରପୁତ୍ର ଭାବେ ସମ୍ମାନ ଦିଆଯାଏ । ବିଜୁ ବାବୁଙ୍କ ଦୀର୍ଘ ଦଶନ୍ଧୀର ରାଜନୈତିକ ଓ ସାମାଜିକ ଅବଦାନ ସବୁବବେଳେ ସମ୍ମରଣୀୟ ହୋଇରହିବ । ତେଣୁ ପୂବ ର୍ରୁ ଦିଆଯାଉଥିବା ଏହି ପୁରସ୍କାର ତାଙ୍କର ନାମରେ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *