ମେ ୧୫ରୁ ଜୁନ୍‌ ୧୫ ମଧ୍ୟରେ ଶିକ୍ଷକ ବଦଳି

ମେ ୧୫ରୁ ଜୁନ୍‌ ୧୫ ମଧ୍ୟରେ ଶିକ୍ଷକ ବଦଳି , MP/MLA କରିପାରିବେ ଶିକ୍ଷକ ବଦଳି ସୁପାରିସ

ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ । ଶିକ୍ଷକ ବଦଳି ସୁପାରିସ କରିପାରିବେ ଏମପି/ବିଧାୟକ । ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦୋକଙ୍କୁ ଚିଠି ଲେଖାଯାଇଥିବା ସୂଚନା । ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ ବିଧାୟକ ଏବଂ ସାଂସଦ ।