ବିଜାପୁରରେ ଠାବ ହେଲା ବିୟର୍ ବୋତଲ ବୋମା

ବିଜାପୁରରେ ଠାବ ହେଲା ବିୟର୍ ବୋତଲ ବୋମା

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଠାବ ହେଲା ବିୟର୍ ବୋତଲ ବୋମା । ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡିଆ ସିଆରପିଏଫ କେମ୍ପର କୋବ୍ରା ବାଟାଲିଆନ ର ଜବାନ ମାନେ କେରିପୁ ଅଞ୍ଚଳକୁ ଅପରେସନ କରିବା ଲାଗି ଯାଇଥିବା ବେଳେ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରି ଏହି ବିୟର୍ ବୋତଲ ବୋମା ଲଗାଇଥିଲେ । ହେଲେ ଜଙ୍ଗଲ ରାସ୍ତାରେ ଯାଉଥିବା ସୁରକ୍ଷା କର୍ମୀ ଏହି ବୋମା ଠାବ କରିବା ପରେ ତାହାକୁ ନିଷ୍କ୍ରିୟ କରିଛନ୍ତି । ଟିକିଏ ଭଲ ଭାବେ ଦେଖନ୍ତୁ ସେହି ବିୟର୍ ବୋତଲ ବୋମା ର ତୀବ୍ରତା କେତେ ଭୟଙ୍କର ଥିଲା । ଯବାନଙ୍କ ନିକଟରେ ଯଦି ଏହି ବିସ୍ଫୋରଣ ହୋଇଥାଆନ୍ତା ତାହା ହେଲେ ବହୁତ କ୍ଷତି ହୋଇଥାଆନ୍ତା ।