୨୪ ଘଣ୍ଟାରେ ରେଲୱେ ଟ୍ରାକରେ ୩ ବିସ୍ଫୋରଣ

ପୁଣି ରେଲୱେ ଟ୍ରାକରେ ଆଇଇଡି ବିସ୍ଫୋରଣ

ପୁଣି ରେଲୱେ ଟ୍ରାକରେ ଆଇଇଡି ବିସ୍ଫୋରଣ । ୨୪ ଘଣ୍ଟା ମଧ୍ୟରେ ୩ ବିସ୍ଫୋରଣ ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ IED ବିସ୍ଫୋରଣ ।  ଦୁଇଟି ପୃଥକ ପୃଥକ ସ୍ଥାନରେ IED ବିସ୍ଫୋରଣ ହୋଇଛି । ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ କରମପଦା – କିରିବୁରୁ ରେଲୱେ ଟ୍ରାକର ୬ ନମ୍ବର ଲାଇନରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଛି ।  ଓଡ଼ିଶାର କେ.ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକ୍ ରେ ବିସ୍ଫୋରଣ ହୋଇଛି ।  କେହି ମୃତାହତ ହୋଇନଥିବା ସୂଚନା ରହିଛି। କାଲି ବିମଳାଗଡ଼ ସେକ୍ସନ ଧାରଣା ଉଡାଇଥିଲେ ମାଓବାଦୀ ।ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ମୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ , ଡିଭିଏଫ୍, ସିଆରପିଏଫ ଯବାନ, ଆରପିଏଫ୍ ଯବାନଙ୍କ ପକ୍ଷରୁ ଅପରେସନ ଜୋରଦାର୍ କରାଯାଇଛି ।  ଏହି ଟ୍ରାକ୍ ଗୁଡ଼ିକରେ ରେଳ ଚଳାଚଳ ବନ୍ଦ ରହିଛି ।

One thought on “୨୪ ଘଣ୍ଟାରେ ରେଲୱେ ଟ୍ରାକରେ ୩ ବିସ୍ଫୋରଣ

Comments are closed.