ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍

ସ୍କୁଟି ଚାଳକକୁ ପିଟିଲା ବସ୍

ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ସ୍କୁଟି ଚାଳକକୁ ପିଟିଲା ବସ୍ । ଭୁବନେଶ୍ବର ପାତ୍ରପଡ଼ା ଆମ ବସ ଡିପୋରୁ ବାହାରିବା ବେଳେ ଦୁର୍ଘଟଣା ଘଟିଛି । ଡୁମଡୁମା ରୁଟରେ ଯିବା ସମୟରେ ୨୫ ନମ୍ବର ବସ୍ ଘଟାଇଛି ଦୁର୍ଘଟଣା । ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *