ଜଙ୍ଗଲରେ ନିଆଁ ରୋକିବ AI କ୍ୟାମେରା
ଏଣିକି ଜଙ୍ଗଲରେ ନିଆଁ ରୋକିବ AI କ୍ୟାମେରା । ଏନେଇ ପିସିସିଏଫ୍ ସୁରେଶ ପନ୍ତ ସୂଚନା ଦେଇ କହିଛନ୍ତି, ଜଙ୍ଗଲରେ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ । ଶିମିଳିପାଳରେ ୫ଟି, ରାଉରକେଲା ବନ ବିଭାଗରେ ଲାଗିଛି ୪ ଟି କ୍ୟାମେରା ତେବେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ ୯୯ ପ୍ରତିଶତ ନିଆଁ ଲିଭାଇବା ପାଇଁ ସଫଳ ହୋଇଛି । ଜରିଆରେ ଓଡ୍ରାଫର ସହାୟତା ନିଆଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ବନ କର୍ମଚାରୀ ଯାହା ଜଙ୍ଗଲରେ ନିଆଁ ଅନୁସନ୍ଧାନ ପାଇଁ ଉପଯୋଗୀ ହେବ।
