ବିରୋଧୀଙ୍କ ହଙ୍ଗାମା, ଚାଲିପାରୁନି ସଂସଦ
ଚାଲିପାରୁନି ସଂସଦ। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଆଜି ମଧ୍ୟ ଅଚଳାବସ୍ଥ ଦେଖାଦେଇଛି । ଆଦାନୀ ଲାଞ୍ଚ ପ୍ରସଙ୍ଗ ଉଠାଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ସହ ପ୍ରଥମେ ଦି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା । କିଛି ସମୟର ବିରତି ପରେ ଗୃହ ଚାଲିବା ପରେ ପୁଣି ବିରୋଧୀ ହଙ୍ଗାମା କରିବାକୁ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲବତୀ ରଖାଯାଇଛି