ହ୍ୟୁମାନ ସାଗରଙ୍କ ମାଆଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି
ହ୍ୟୁମାନ ସାଗରଙ୍କ ମାଆଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି । ପରିବାରକୁ ଶାନ୍ତ୍ୱନା ଦେବା ସହ ଶୋକ ପ୍ରକାଶ କରିଛନ୍ତି । ଟିଟିଲାଗଡ଼ ଯାଇ ହ୍ୟୁମାନଙ୍କ ମାଆଙ୍କୁ ଭେଟିଛନ୍ତି । ହ୍ୟୁମାନଙ୍କ ବିନା ସିନେ ଜଗତକୁ କଳ୍ପନା କରାଯାଇନପାରେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ଓଡିଶା ପାଇଁ କ୍ଷତି ହୋଇଛି କହିଲେ ଅନୁଭବ । ପରେ କବର ସ୍ଥଳକୁ ଯାଇ ହ୍ୟୁମାନ ସାଗରଙ୍କ କବରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
