ପିସିସି ସଭାପତିଙ୍କୁ କାଳିମାଡ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

କଂଗ୍ରେସରୁ ୫ଜଣ ବହିଷ୍କୃତ

ପିସିସି ସଭାପତିଙ୍କ ଉପରେ କାଳିମାଡ ଘଟଣାରେ ପିସିସି ସଭାପତିଙ୍କ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କମିଟିର ପଦକ୍ଷେପ ନିଆଯାଇଛି୍ । କଂଗ୍ରେସରୁ ୬ବର୍ଷ ପାଇଁ ୫ଜଣଙ୍କୁ ବହିଷ୍କୃତ କରାଯାଇଛି । ସେମାନେ ହେଲେ ପ୍ରକାଶ ମିଶ୍ର,ଶ୍ରୀୟାସ୍ମିତା ପଣ୍ଡା , ସନ୍ଦୀପ ରାଉତରାୟ, ଅମରେଶ ପରିଡା ଓ ଆର୍ୟନ ସାସମଲ ବହିଷ୍ୃତ ହୋଇଛନ୍ତି । ସିସିଟିଭି ଭିଡିଓ ଫୁଟେଜ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି ।