ରାଜ୍ୟର ୮୬ ଜେଲ୍ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ
ରାଜ୍ୟର ୮୬ ଜେଲ୍ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରାଧୀନ, ୪୧୩୬ ଜଣ ଦଣ୍ଡ ପାଇ ଅଛନ୍ତି। ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍ରୁ ୪୪ କଏଦୀ ଫେରାର୍ ହୋଇଥିଲେ । ୨୭ ଜଣଙ୍କୁ ଗିରଫ କରାଯାଇଛି । ଏବେବି ୧୭ଜଣ ଫେରାର୍। ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ।
