୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ଅସ୍ତ୍ର ଛାଡି ଗୋଲାପ ଧରିଲେ 22 ହାର୍ଡକୋର ମାଓବାଦୀ । ଡ଼ିଜିପି ୱାଇ ବି ଖୁରାନିଆଙ୍କ ନିକଟରେ 22 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ମାଓବାଦୀଙ୍କ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ । ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଆକର୍ଷିତ କରୁଛି ଛତିଶଗଡ଼ ମାଓବାଦୀଙ୍କୁ । ତେଣୁ ଓଡିଶା ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ପୂନର୍ବାସ ନୀତିରେ ପ୍ରଭାବିତ ହୋଇ ଆଜି ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ପୁଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।
