ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

ଏନକାଉଣ୍ଟରରେ ୨ ମାଓବାଦୀ ନିପାତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ହାର୍ଡକୋର ମାଓବାଦୀ । ଘଟଣାସ୍ଥଳରୁ SRL, INSAS, ବନ୍ଧୁକ ଓ ମାଓ ବିସ୍ଫୋରକ ଜବତ ହୋଇଛି । ସୂଚନା ଦେଲେ ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

Leave a Reply

Your email address will not be published. Required fields are marked *