୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ

ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ । ଉଲ୍ଲେଖନୀୟ ସେବା ପାଇଁ ମିଳିବ ପଦକ । ୨ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ପୋଲିସ ସୁପରିଟେଣ୍ଡେଣ୍ଟ ସରୋଜ ମଲ୍ଲିକ, କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର । ୩ କନଷ୍ଟେବଳ, ୨ ହାବିଲଦାର, ଜଣେ ସବଇନ୍ସପେକ୍ଟର ପାଇବେ ସାହସିକତା ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠୀଙ୍କୁ ରାଷ୍ଟ୍ରପତି ପୁରସ୍କାର । ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ପ୍ରମୋଦ ରାଉତ ଓ ସୌଭାଗ୍ୟ ପ୍ରଧାନଙ୍କୁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ମିଳିବ । ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ ମିଳିବ ପୁରସ୍କାର ।