ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍ ସାର୍ଟିଫିକେଟ
ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ସ୍କୁଲ, କଲେ ଯାଉଛନ୍ତି ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ଟି ବସରେ ଫିଟନେସ୍ ସାର୍ଟିଫିକେଟ ନଥିବା ସୂଚନା ମିଳିଛି । ସେଥିରୁ ରାଜଧାନୀରେ ଗଡୁଥିବା ୧୭ଟି ବସରେ ଫିଟନେସ୍ ସାର୍ଟିଫିକେଟ୍ ନଥିବା ଜଣାପଡିଛି ।
