ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା

ଆରଡ଼ି ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ ୧୦କୋଟି ଘୋଷଣା

ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ଆରଡ଼ି ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ ୧୦କୋଟି ଘୋଷଣା ।  ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା  ।  ଆଜି ଆରଡ଼ି ଆଖଣ୍ଡଳମଣି ବାବାଙ୍କ ଦର୍ଶନ କରିବା ସହ ପୀଠର ବିକାଶ ପାଇଁ ୧୦କୋଟି ଟଙ୍କା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ଦିର ଉନ୍ନତି କାରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିକାଶ ପାଣ୍ଠିରୁ ୧୦କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତାଙ୍କ ସହ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ଭଦ୍ରକ ବିଧାୟକ ଶୀତଂଶୁ ମହାପାତ୍ର ବି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି  ।