ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ
ରାଜ୍ୟରେ ତୈଳ କିମ୍ବା ଗ୍ୟାସ ସଙ୍କଟ ନାହିଁ । ବିରୋଧୀମାନେ ଅପପ୍ରଚାର କରୁଛନ୍ତି । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଲପିଜି ବୁକିଂରେ ସମୟ ଟିକେ ବଢ଼ିଛି । ଅନ୍ୟ ଦେଶ ତୁଳନାରେ ଆମେ ଭଲରେ ଅଛୁ। ଦେଶ ଠିକ୍ ନେତୃତ୍ବଙ୍କ ହାତରେ ଅଛି । ସେଭଳି ଅସୁବିଧା ହେବା ବୋଲି ମୁଁ ଭାବୁନି। ବିରୋଧୀ କେବଳ ଅପ ପ୍ରଚାର କରୁଥିବା ସେ କହିଛନ୍ତି ।
