ପୁଣି ଛତିଶଗଡ଼ର ମନମାନି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼। ଯାହାଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ସକାଳ ୯ଟା ସୁଦ୍ଧା ହୀରାକୁଦକୁ ୭୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଥିବା ବେଳେ ମଧ୍ୟାହ୍ନ ୧୨ ଟା ସୁଦ୍ଧା ହୀରାକୁଦ ଡ୍ୟାମକୁ ୭୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୫୦ ଫୁଟ୍ ରହିଛି। କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ପାଣି।
Related Posts
ପବିତ୍ର ପଣା ସଂକ୍ରାନ୍ତି
- User 003
- April 14, 2024
- 0
୮୪ବର୍ଷରେ ପ୍ରଫୁଲ୍ଲଙ୍କ କ୍ରେଜ୍ !
- Jajati express Reporter
- December 6, 2023
- 0
ଗୁପ୍ତଧନ ପାଇଁ ନାବାଳକକୁ ବଳି !
- Jajati express Reporter
- July 30, 2023
- 0