ଯାଜପୁର ଜିଲ୍ଲା ନାଥସାହି ଗାଁରେ ଗାଈ ଗୋବରରେ କ୍ଷୁଦ୍ର ନନ୍ଦିଘୋଷଙ୍କ ରଥ ତିଆରି କରି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ l ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସେ ଏହି ରଥ ନିର୍ମାଣ କରିଛନ୍ତି । ମହାବାହୁଙ୍କ ଘୋଷଯାତ୍ରା ପାଇଁ ସାରା ରାଜ୍ୟର ପୁର ପଲ୍ଲୀ ଉତ୍ସବ ମୁଖର l ତେବେ ଏହି ରଥଯାତ୍ରା ଉତ୍ସବକୁ ଅତି ନିଆରା ଢଙ୍ଗରେ ଆଜି ପାଳନ କରିଛନ୍ତି ଯାଜପୁର ଶିଳ୍ପୀ ରାକେଶ କୁମାର ପାତ୍ର l ରାକେଶ ଗାଈର ଗୋବରରେ ଅତି ନିଖୁଣ ଭାବେ କ୍ଷୁଦ୍ର ନନ୍ଦିଘୋଷ ରଥ ଚିତ୍ର କରିଛନ୍ତି l ତେବେ ରାକେଶଙ୍କୁ ଏହି ଚିତ୍ର କରିବାକୁ ଦୀର୍ଘ 5 ଘଣ୍ଟା ସମୟ ଲାଗିଥିଲା l ଏହାକୁ କ୍ଷୁଦ୍ର ଚିତ୍ରକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମୁଥିବା ଦେଖି ବାକୁ ମିଳୁଛି ।
Related Posts
କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କ ଇସ୍ତଫା
- User 003
- August 16, 2024
- 0
ଏମ.ଭି ଦେବୀ ଜାହାଜକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
- User 003
- February 24, 2024
- 0