ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଭିଡିଓ । ଏଥର ଫେସବୁକ୍ କି ୟୁଟ୍ୟୁବ ନୁହେଁ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତରର ଦୃଶ୍ୟ । ରୋହିତ ଜୈଶ୍ବାଲ 1973 ନାମରେ ଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ହୋଇଛି ଭିଡିଓ । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରେ ଏହି ଭିଡିଓ କରାଯାଇଥିବା ଜଣାପଡିଛି । ରୋହିତ ନିଜେ ଭିଡିଓ କରି ଅପଲୋଡ କରିଥିବା ଜଣାପଡ଼ିଛି । ମୋବାଇଲ ନେଇ ଶ୍ରୀମନ୍ଦିର ଭିତରେ ଏପରି ଭିଡ଼ିଓ ଉଠାଇବା ଘଟଣା ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହା ପ୍ରଥମଥର ନୁହେଁ ଯେବେ ଭିଡିଓ ଭାଇରାଲ୍ ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଛି ।
Related Posts
NHRCରେ ହୋମଗାର୍ଡ ଆତ୍ମହତ୍ୟା ଘଟଣା, ଡିଆଇଜି ଦେବେ ୩୦ଲକ୍ଷ !
- Jajati express Reporter
- August 22, 2023
- 0
ବିଜେପିରେ ମିଶିବାକୁ ବହୁ ବିଜେଡି ନେତାଙ୍କ ଆବେଦନ ଆସୁଛି
- User 003
- October 2, 2024
- 0
ୱାନ ନେସନ ୱାନ ପୋଲକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ
- User 003
- September 18, 2024
- 0