ପ୍ୟାରିସ ଅଲମ୍ପିକ୍ସ କୁସ୍ତି ସେମିଫାଇନାଲରେ ବିନେଶ ଫୋଗଟ

ସେମିଫାଇନାଲରେ ଭିନେଶ ଫୋଗଟ

ପ୍ୟାରିସ ଅଲମ୍ପିକ୍ସ କୁସ୍ତି ସେମିଫାଇନାଲରେ ଭିନେଶ ଫୋଗଟ । ୫୦ କେଜି ଫ୍ରି ଷ୍ଟାଇଲରେ ସେମିକୁ ହେଲେ ଉର୍ଣ୍ଣୀତ । ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ ପଏଣ୍ଟରେ ହରାଇ ସେମିରେ କଲେ ପ୍ରବେଶ । ବିନେଶ ଫୋଗଟଙ୍କ ସେମିଫାଇନାଲ ଆଜି ରାତି ୯.୪୫ରେ ହେବ । ତେବେ ଏହି ମ୍ୟାଚ ଜିତିଲେ ସେ ଫାଇନାଲରେ ପ୍ରବେଶ କରିବେ । ସେ କ୍ୱାଟର ଫାଇନାଲରେ ଜାପାନର ସୁସାକିଙ୍କୁ ହରାଇଥିଲେ ।

Leave a Reply

Your email address will not be published. Required fields are marked *