ଭିନେଶ୍ ଫୋଗାଟଙ୍କୁ ବଡ ଝଟକା

ଭିନେଶ୍ ଫୋଗାଟ୍ ଅଯୋଗ୍ୟ ଘୋଷିତ

ଭିନେଶ୍ ଫୋଗାଟଙ୍କୁ ବଡ ଝଟକା । ବିନା ମେଡାଲରେ ସ୍ୱଦେଶ ଫେରିବେ ଭିନେଶ୍ । ଧାର୍ଯ୍ୟଠାରୁ ଅଧିକ ଓଜନ କାରଣରୁ ତାଙ୍କୁ ଡିସକ୍ୱାଲିଫାଏ କରାଯାଇଥିବା ସୂଚନା ମିଳିଛି । ଭାରତ ପାଇଁ ଏହା ଏକ ବଡ଼ ଝଟକା । କୁସ୍ତିଯୋଦ୍ଧା ଭିନେଶ୍ ଫୋଗାଟ୍ ଅଯୋଗ୍ୟ ଘୋଷିତ କରାଯାଇଛି । ଅଧିକ ଓଜନ କାରଣରୁ ଡିସକ୍ୱାଲିଫାଏଡ୍ ଘୋଷଣା କରାଯାଇଛି । ୧୦୦ ଗ୍ରାମ ଓଜନ ବଢିଥିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଆଜି ରାତିରେ ଫାଇନାଲ୍ ଖେଳିଥାନ୍ତେ ଭିନେଶ୍ ।

Leave a Reply

Your email address will not be published. Required fields are marked *