ପୁନେଇ ଆକାଶରେ ସୁପର ମୁନ୍

ମହାକାଶରେ ମହାଜାଗତିକ ଦ୍ରୁଶ୍ଯ !

ମହାକାଶରେ ମହାଜାଗତିକ ଦ୍ରୁଶ୍ଯ । ପୂର୍ଣମୀ ଆକାଶରେ ଦେଖିବାକୁ ମିଳିଛି ସୁପର ବ୍ଲୁ ମୁନ୍ । ଜହଗକୁ ନେଇଉ ସଭିଙ୍କ ମନରେ ବେସ ଆଶ୍ଚର୍ଯ୍ୟ ଦେଖିବାକୁ ମିଳିଛି । ଆଜି ପବିତ୍ର ରାକ୍ଷୀ ପୂର୍ଣମୀ ଅବସରରେ ଏ ଦ୍ରୁଶ୍ଯ ସଭିଙ୍କ ମନରେ ବେସ ଉତ୍କଣ୍ଠା ଆଣିଦେଇଛି । ଆକାଶରେ ଆଜି ଜହ୍ନର ଆକାର ଅପେକ୍ଷାକୃତ ଢେର ବଡ ହୋଇଥିବା ଦେଖାଯାଉଛି । ବୈଜ୍ଞାନିକଙ୍କ ମତରେ ପୂର୍ଣ୍ଣମା ଦିନ ଚନ୍ଦ୍ର ଯଦି ପୃଥିବୀର ନିକଟବର୍ତି ହୋଇଥାଏ, ତେଣୁ ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଚନ୍ଦ୍ର ବଡ଼ ଦେଖାଯାଏ ।

ସେହିପରି ଯଦି ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣମା ଆସିଥାଏ, ତାହାକୁ ବ୍ଲୁ ମୁନ୍ କୁହଯାଏ । ଅଗଷ୍ଟ ୧ ତାରିଖରେ ପୂର୍ଣ୍ଣମୀ ପଡ଼ିଥିବା ବେଳେ ଅଗଷ୍ଟ ୩୦ରେ ପୁଣି ପୂର୍ଣ୍ଣମୀ ପଡିଛି । ସୁପର ମୁନ୍ ଓ ବ୍ଲୁ-ମୁନ୍ ସାଧାରଣତଃ ଏକ ସମୟରେ ହୋଇନଥାଏ । ଆଜି ଏହି ବିରଳ ସଂଯୋଗ ଘଟିଛି । ସଂଧ୍ୟାରେ ଭାରତ ସମେତ କିଛି ଦେଶରେ ସୁପର ବ୍ଲୁ ମୁନ୍ ଦୃଶ୍ୟମାନ ହେଇଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ୨୦୨୩ପରେ ୨୦୩୭ରେ ପୁଣି ଏହି ମହାଜାଗତିକ ଦ୍ରୁଶ୍ଯ ଦେଖିବାକୁ ମିଳିବ । ଏହି ଦ୍ରୁଶ୍ଯ ବିରଳ ହୋଇଥିବାରୁ ସଭିଙ୍କ ମନରେ ବେସ ଉତ୍କଣ୍ଠା ଭରିଦେଇଛି ।