ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ

ଜାଭେଲିନ୍ ଥ୍ରୋରେ ଭାରତକୁ ରୌପ୍ୟ ଦେଲେ ନୀରଜ

ଜାଭେଲିନ୍ ଥ୍ରୋରେ ଭାରତକୁ ମିଳିଛି ଏକ ରୌପ୍ୟ ପଦକ। ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି ନିରଜ୍। ପାକିସ୍ତାନର ଅର୍ଶଦ ନଦିମ ଏକ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ୮୯.୪୫ ମିଟର ଥ୍ରୋ କରିଥିବା ବେଳେ ଅର୍ସଦ ନଦିମ ୯୨ ମିଟର ପକାଇଥିଲେ । ନୀରଜଙ୍କ ରୌପ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୫ ରେ ପହଞ୍ଚିଛି। ଗୋଟିଏ ରୌପ୍ୟ ୪ଟି ବ୍ରୋଞ୍ଜ ଜିତିଛି ଭାରତ।

Leave a Reply

Your email address will not be published. Required fields are marked *