UPSC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି

ଇସ୍ତଫା ଦେଲେ ମନୋଜ ସୋନି

ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନୀଙ୍କ ଇସ୍ତଫା । ୨୦୨୯ରେ ମନୋଜଙ୍କ କାର୍ୟ୍ୟକାଳ ସରୁଥିବା ବେଳେ ତା ପୂର୍ବରୁ ଇସ୍ତଫା ଦେଇଦେଇଛନ୍ତି । ଏହି ଇସ୍ତଫା ପତ୍ର ସେ ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି । ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି । ମନୋଜ ସୋନି ୨୦୨୩ ମେ ୧୬ ତରିଖରେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ ।