Skip to content
Tuesday, March 17, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ନୂଆ ମୋଡ଼

Posted on December 17, 2023December 17, 2023

ଲଲିତ ଝାର ସୋସିଆଲ ମିଡିଆ ପୋଷ୍ଟରୁ ମିଳିଛି ସୁରାକ୍

ସଂସଦ ଭିତରକୁ ଡେଇଁ ହଳଦିଆ ଧୂଆଁ ଛାଡିବା ମାମଲାରେ ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ । ମୁଖ୍ୟ ଅଭିଯୁକ୍ତ ଲଲିତ ଝାର ସୋସିଆଲ ମିଡିଆ ପୋଷ୍ଟରୁ ପୋଲିସ ହାତରେ ଲାଗିଛି ସୁରାକ । ପୁଲିସ ଲଲିତର ସୋସିଆଲ ମିଡିଆ ପୋଷ୍ଟ ଯାଞ୍ଚ କରିଥିଲା। ସଂସଦର ସୁରକ୍ଷା ଭଙ୍ଗ ମାମଲାର କିଛିଦିନ ପୂର୍ବରୁ ଲଲିତ ଏକ ବିବାଦୀୟ ପୋଷ୍ଟ କରିଥିଲା। ଅକ୍ଟୋବର ୨୬ ତାରିଖରେ ଲଲିତ ଲେଖିଥିଲା, ‘ଭାରତରେ ବୋମାର ଆବଶ୍ୟକ ରହିଛ’। ଏଥିସହିତ ସେ ପୋଷ୍ଟର ଆଗକୁ ଲେଖିଥିଲା,‘ଭାରତକୁ ଆଜି ଯେଉଁ ଜିନିଷର ଆବଶ୍ୟକ ରହିଛି ତାହା ହେଉଛି ବୋମା। ଭାରତକୁ ଅତ୍ୟାଚାର, ଅନ୍ୟାୟ ଓ ଅରାଜକତା ବିରୋଧରେ ଏକ ଶକ୍ତ ସ୍ବରର ଆବଶ୍ୟକ ରହିଛି।’ ଏହି ‌ପୋଷ୍ଟ ସବୁ ଦେଖିବା ପରେ ପୁଲିସ ସୋସିଆଲ ମିଡିଆ ଜରିଆରେ କେଉଁମାନଙ୍କ ସହିତ ଲଲିତ ଯୋଗାଯୋଗରେ ଅଛି ତାହାକୁ ନେଇ ଯାଞ୍ଚ କରାଯାଉଛି। ଘଟଣାକୁ ଗମ୍ଭୀରତା ସହ ନିଆଯାଇଛି ।୨୦୦୧ ସଂସଦ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଗତବୁଧବାର ଦିନ ସାଗର ଶର୍ମା ଓ ମନୋରଂଜନ ଡି. ଶୂନ୍ୟକାଳରେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁ ହଳଦିଆ ଧୂଆଁ ଛାଡିଥିଲେ । ସଂସଦ ଭବନ ବାହାରେ ଅମୋଲ ସିନ୍ଦେ ଓ ନୀଲମ ଦେବୀ  ଲାଲ ଓ ହଳଦିଆ ଧୂଆଁ ଛାଡ଼ି ‘ଏକଛତ୍ରବାଦ ଚାଲିବ ନାହିଁ’ ବୋଲି ସ୍ଲୋଗାନ ଦେଇଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ୨ ଦିନ ପରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଲଲିତ ଝାକୁ ପୁଲିସ ଗିରଫ କରିଥିଲା । ଗିରଫ ପରେ କୋର୍ଟ ଲଲିତକୁ ୭ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛି। ଏହି କ୍ରମରେ

Posted in ଦେଶTagged jajaatiexpress, lalit jha, parliament, police, social media account, socialmediapost

Post navigation

Previous: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟିର କାରଣ କହିଲେ ରାହୁଲ ଗାନ୍ଧି
Next: ପୁଣି ଚିନ୍ତା ବଢ଼ାଇଲା କରୋନା

Related Posts

  • ଦେଶ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଫାୟାରିଂ

  • User 003
  • April 14, 2024
  • 0

ସଲମାନ ଖାନଙ୍କ ଘର ଆଗରେ ଫାୟାରିଂ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଫାୟାରିଂ। ଆଜି ସକାଳୁ ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ […]

  • ଦେଶ

ଉଦ୍ଧାର ହେଲେ ଫସିଥିବା ସମସ୍ତ ଶ୍ରମିକ

  • Editor
  • November 29, 2023
  • 0

ଶେଷ ଘଟିଲା ସବୁ ଅପେକ୍ଷାର ଅନ୍ତ ଶେଷରେ ଉଦ୍ଧାର ହେଲେ ଫସିଥିବା ସମସ୍ତ ଶ୍ରମିକ । ଅନେକ ଦିନରେ ବାହାରର ଦୁନିଆ ଦେଖି ସମସ୍ତେ ପାଇଲେ ଆଶ୍ବସ୍ତି । ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ […]

  • ଦେଶ
  • ରାଜନୀତି

ନୀତିଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ !

  • Jajati express Reporter
  • August 21, 2023
  • 0

ପ୍ରାର୍ଥୀ ନାଁ ଘୋଷଣା କଲା ଜେଡିୟୁ, କଂଗ୍ରେସରୁ କିଏ ? ନୀତିଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ! ଏକଥା ଆମ କହୁନୁ ଏନେଇ ନାଁ ଘୋଷଣା କରିଛି ଜେଡିୟୁ । ଆଗାମୀ ତଥା […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.