Skip to content
Friday, March 20, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ବର୍ଷେ ଭିତରେ ୭୦୦ କୋଟିରୁ ଅଧିକ ସାଇବର ଠକେଇ

Posted on July 24, 2023July 24, 2023

ଚୀନ୍ ଖେଳୁଛି ସାଇବର ଠକେଇ ଗେମ୍

ହାଇଦ୍ରାବାଦ ପୋଲିସ ଏକ ବଡ଼ ଠକେଇ ରାକେଟର ପର୍ଦ୍ଦାଫାସ କରିଛି ଯେଉଁଥିରେ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୫,୦୦୦ ଭାରତୀୟ ୭୦୦ କୋଟି ଟଙ୍କାରୁ ଅଧିକ ଠକେଇର ଶିକାର ହୋଇଛନ୍ତି । ଏହି ଟଙ୍କା ଦୁବାଇ ଦେଇ ଚୀନକୁ ପଠାଯାଇଥିଲା ଏବଂ ଏହାର କିଛି ଅଂଶ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଦ୍ୱାରା ପରିଚାଳିତ ଏକ ଆକାଉଣ୍ଟକୁ ମଧ୍ୟ ପଠାଯାଇଥିଲା ବୋଲି ପୁଲିସ କହିଛି। ହାଇଦ୍ରାବାଦର କିଛି ଲୋକଙ୍କ ଅଭିଯୋଗ ଆଧାରରେ ସାଇବର କ୍ରାଇମ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏକ ମେସେଜିଂ ଆପ୍ ଜରିଆରେ ରେଟିଂ ଏବଂ ସମୀକ୍ଷା କାର୍ୟ୍ୟ ପାଇଁ ତାଙ୍କୁ ପାର୍ଟ ଟାଇମ୍ ଚାକିରି ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗକାରୀ କହିଛନ୍ତି। ଏହାକୁ ଅସଲି ବୋଲି ବିଶ୍ୱାସ କରି ସେ ସେମାନଙ୍କ ୱେବସାଇଟରେ ପଞ୍ଜୀକରଣ କରିଥିଲେ ଏବଂ ଠକେଇର ଶିକାର ହୋଇଥିଲେ। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କିଛି ଚୀନ୍ ନାଗରିକଙ୍କ ସହ ସମ୍ପୃକ୍ତ ଥିଲେ ।

Posted in ଦେଶTagged bank account, china link, cyber crime, hydrabad, naxal

Post navigation

Previous: ହରଡ଼ଘଣାରେ ମେଘାଳୟ ମୁଖ୍ୟମନ୍ତ୍ରୀ
Next: ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ ଗେଟ

Related Posts

  • ଦେଶ
  • ରାଜନୀତି

କଂଗ୍ରେସ ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା

  • User 003
  • March 8, 2024
  • 0

ୱାୟନାଡରୁ ଲଢ଼ିବେ ରାହୁଲ ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ […]

  • ଦେଶ

ସଫଳ ହେଲା ରେସ୍କ୍ୟୁ ଅପରେସନ

  • Editor
  • July 23, 2023
  • 0

୯୦ ଫୁଟ ଗର୍ତ୍ତରୁ ସୁରକ୍ଷିତ ଉଦ୍ଧାର ହେଲା ଶିବମ ସଫଳ ହେଲା ଅପରେସନ ଶିବମ । ବୋରଓ୍ବେଲ ପାଇଁ ଖୋଳାଯାଇଥିବା ୯୦ ଫୁଟ ଗର୍ତ୍ତରୁ ଉଦ୍ଧାର ହେଲା ଶିଶୁ । ତିନିବର୍ଷର ଶିଶୁ ଶିବମ […]

  • ଦେଶ

ଭୋଟ ଦେଲେ ମହାମହିମ ରାଷ୍ଟ୍ରପତି

  • User 003
  • May 25, 2024
  • 0

ଭୋଟ ଦେଲେ ମହାମହିମ ରାଷ୍ଟ୍ରପତି ଲୋକସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ୟ୍ୟାୟ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ସେଲଫି ପଏଣ୍ଟରେ ଫଟୋ ଉଠାଇଥିଲେ ମହାମହିମ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.