ମୋଦିଙ୍କ ତୃତୀୟ ପାଳି, କାହାକୁ ମିଳିଲା ମନ୍ତ୍ରୀପଦ

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା ସ୍ଥାନ?

ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ୭ ଦେଶର ରାଷ୍ଟ୍ରମୁଖ୍ୟ। ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତୃତୀୟ ଥର ପାଇଁ ତାଙ୍କ ଶପଥଗ୍ରହଣ ସମାରୋହ ବେଶ ଜାକ ଜମକରେ ହୋଇଛି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ…

କ୍ୟାବିନେଟ ମନ୍ତ୍ରୀ ତାଲିକା…

୧.ରାଜନାଥ ସିଂହ

୨. ଅମିତ ଶାହ

୩.ନୀତିନ ଗଡ଼କରୀ

୪.ଜଗତ ପ୍ରକାଶ ନଡ୍ଡା

୫. ଶିବରାଜ ସିଂ ଚୌହାନ

୬.ନିର୍ମଳା ସୀତାରମଣ

୭. ଧର୍ମେନ୍ଦ୍ର ପ୍ରଧାନ 

୮.ଏସ୍‌. ଜୟଶଙ୍କର

୯.ସର୍ବାନନ୍ଦ ସୋନବାଲ

୧୦.ପିୟୁଷ ଗୋୟଲ

୧୧.କୁମାରସ୍ଵାମୀ

୧୨. ମନହୋର ଲାଲ ଖଟ୍ଟର