ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫

ବଜେଟରେ କେଉଁ କ୍ଷେତ୍ର ପାଇଁ ମିଳିଛି କେତେ ଟଙ୍କା ?

ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ । ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ । ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି । ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି । ଏଥର ବଜେଟରେ କେଉଁ କ୍ଷେତ୍ର ପାଇଁ ମିଳିଛି କେତେ ଟଙ୍କା ?

ଖର୍ଚ୍ଚର ହିସାବ (କୋଟିରେ)
୧- ପେନସନ- ୨୪,୩,୨୯୬ କୋଟି
୨- ପ୍ରତିରକ୍ଷା – ୪,୫୪,୭୭୩ କୋଟି
୩- ସାର – ୧,୬୪,୦୦୦ କୋଟି
୪- ଖାଦ୍ୟ – ୨,୦୫,୨୫୦ କୋଟି
୫- ପେଟ୍ରୋଲିୟମ – ୧୧,୯୨୫ କୋଟି
୬- କୃଷି ଓ ଏହା ସହ ଜଡ଼ିତ କାର୍ୟ୍ୟକ୍ରମ – ୧,୫୧,୮୫୧ କୋଟି
୭- କମର୍ସ ଓ ଇଣ୍ତଷ୍ଟ୍ରୀ – ୪୭,୫୫୯ କୋଟି
୮ – ଉତ୍ତର ପୂର୍ବର ବିକାଶ – ୫,୯୦୦ କୋଟି
୯- ଶିକ୍ଷା – ୧,୨୫,୬୩୮ କୋଟି
୧୦- ଶକ୍ତି – ୬୮,୭୬୯ କୋଟି
୧୧- ବୈଦେଶିକ ବ୍ୟାପାର – ୨୨,୧୫୫ କୋଟି
୧୨- ଅର୍ଥ – ୮୬,୩୩୯ କୋଟି
୧୩ – ସ୍ୱାସ୍ଥ୍ୟ – ୮୯,୨୮୭ କୋଟି
୧୪- ସ୍ୱରାଷ୍ଟ୍ର – ୧୫୦୯୮୩ କୋଟି
୧୫ – ସୁଧ – ୧୧,୬୨,୯୪୦ କୋଟି
୧୬ – ଆଇଟି ଓ ଟେଲିକମ – ୧୧୬୩୪୨ କୋଟି
୧୭ – ଅନ୍ୟାନ୍ୟ – ୧୪୪୪୭୭ କୋଟି
୧୮ – ଯୋଜନା ଓ ପରିସଂଖ୍ୟନ – ୬,୨୯୧ କୋଟି
୧୯- ଗ୍ରାମୀଣ ବିକାଶ – ୨,୬୫,୮୦୮ କୋଟି
୨୦ – ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୭୩୬ କୋଟି
୨୧- ସାମାଜିକ କଲ୍ୟାଣ – ୫୬,୫୦୧ କୋଟି
୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦ କୋଟି
୨୩ – ରାଜ୍ୟର ଭାଗ -୩୨୨୭୮୭ କୋଟି
୨୪ – ପରିବହନ – ୫,୪୪,୧୨୮ କୋଟି
୨୫ – କେନ୍ଦ୍ର ଶାସିତ ଅଞ୍ଚଳ – ୬୮,୬୬୦ କୋଟି
୨୬ – ସହରୀ ବିକାଶ – ୮୨,୫୭୭ କୋଟି

Leave a Reply

Your email address will not be published. Required fields are marked *