୨-୧ ଗୋଲରେ ସ୍ପେନକୁ ହରାଇଲା ଭାରତ

ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ

ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକି ଟିମକୁ ବଡ ସଫଳତା । ଅଲିମ୍ପିକ୍ସ ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ । ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ । ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ । ସେହିପରି ଶ୍ରୀଜେଶଙ୍କ ମଧ୍ୟ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ପଦକ ଜିତିଛି ।

Leave a Reply

Your email address will not be published. Required fields are marked *