ବିଜେପିର ନିର୍ବାଚନ ଇସ୍ତାହାର କମିଟି

ବିଜେପିର ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର କମିଟି ଘୋଷଣା କରିଛି । ୨୭ ଜଣିଆ କମିଟି ଘୋଷଣା କରିଛି ବିଜେପି । ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ରାଜନାଥ ସିଂହ । ସେହିପରି ନିର୍ମଳା ସୀତାରମଣଙ୍କୁ ଏହି କମିଟିର ସଂଯୋଜକ ଦାୟିତ୍ୱ ମିଳିଛି ଏବଂ ପୀୟୁଷ ଗୋୟଲ ହେଇଛନ୍ତି ବିଜେପି ନିର୍ବାଚନୀ ଇସ୍ତାହାର କମିଟିର ସହ ସଂଯୋଜକ । ଓଡ଼ିଶାରୁ ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ହିମନ୍ତ ବିଶ୍ୱଶର୍ମା, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ସଦସ୍ୟ ରହିଛନ୍ତି ।