ଦୂତୀଙ୍କ ଗୋଡ଼ରେ ପଡିଲା ବେଡ଼ି, ଖେଳି ପାରିବେନି ୪ବର୍ଷ !

ଡୋପ ଟେଷ୍ଟରେ ଫେଲ ହେଲେ ଦୂତୀ ଆଉ ଦଉଡି ପାରିବେନି ଧାବିକା ଦୂତୀ ଚାନ୍ଦ । ଡୋପ ଟେଷ୍ଟରେ ଫେଲ ହେଇଛନ୍ତି ଦୂତୀ । ଯାହା ଫଳରେ ଦ୍ରୁତତମ ଧାବିକାଙ୍କ ଗୋଡରେ ବେଡି ପକାଇଲା […]

ମାଲେସିଆକୁ ହରାଇ ଭାରତ ଚାମ୍ପିଅନ

ଭାରତ ଜିତିଲା ଏସିଆ ଚାମ୍ପିଅନ୍ସ ଟ୍ରଫି ଭାରତ ଏସିଆ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି । ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତ ୪-୩ରେ ମାଲେସିଆକୁ ପରାସ୍ତ କରି ଚାମ୍ପିଅନ ହୋଇଛି । […]

ଆୟର୍ଲାଣ୍ଡ ଗସ୍ତ ପାଇଁ ଯଶପ୍ରୀତ ବୁମରା ହେବେ ଅଧିନାୟକ

ଆୟର୍ଲାଣ୍ଡ ପାଇଁ ଇଣ୍ଡିଆ ଟିମ୍ ଘୋଷଣା ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍ ର ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରା ରହିବେ । ତେବେ […]

WFI ସଭାପତି ନିର୍ବାଚନରେ ରୋକ୍

କୁସ୍ତି ମହାସଂଘ ନିର୍ବାଚନରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘର ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି ଚଣ୍ଡିଗଡ଼ ହାଇକୋର୍ଟ । ଏହି ନିର୍ବାଚନ ପାଇଁ […]

କୋହଲିଙ୍କ ସୋସିଆଲ ମିଡିଆ ଇନକମ୍ ଜାଣିଲେ ଉଡିଯିବ ହୋସ୍

ଜାଣନ୍ତୁ ଗୋଟିଏ ପୋଷ୍ଟରୁ କେତେ ଇନକମ୍ କରନ୍ତି କୋହଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ବର୍ତ୍ତମାନ ସେ ଖେଳ ଅପେକ୍ଷା ସୋସିଆଲ୍‌ ମିଡିଆରେ ବ୍ଲଗ୍‌ ପୋଷ୍ଟ୍‌ କରି ତା’ଠାରୁ […]

୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କଲା ଭାରତ

ପରାଜୟ ବିପଦକୁ ଟାଳି ଦେଇଛି ପାଣ୍ଡ୍ୟାଙ୍କ ଟିମ୍ କ୍ରମାଗତ ପରାଜୟ ପରେ ତୃତୀୟ ଟ୍ବେଣ୍ଟିରେ ଭାରତ ୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। କୁଲଦୀପଙ୍କ ୩ ୱିକେଟ୍ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ […]

ମାଲାମାଲ୍ ହେବେ ପାକ୍ କ୍ରିକେଟର୍

ବଢ଼ିଲା ପାକିସ୍ତାନ କ୍ରିକେଟରଙ୍କ ଦରମା ଆଗକୁ ମାଲାମାଲ ହେବେ ପାକିସ୍ତାନ କ୍ରିକେଟ ଟିମର ‌ଖେଳାଳି। କାରଣ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ଦରମା ରେକର୍ଡ ପରିମାଣର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ […]

ପଦାରେ ପଡ଼ିଲା ଓ୍ବେଷ୍ଟଇଣ୍ଡିଜ ବୋର୍ଡର ଅସାମର୍ଥ୍ୟତା

ଓ୍ବେଷ୍ଟଇଣ୍ଡିଜ୍ ଆତିଥ୍ୟକୁ ନେଇ ଅସନ୍ତୋଷ ଝାଡ଼ିଲେ ପାଣ୍ଡ୍ୟା ଭାରତୀୟ ଯୁବ ବାହିନୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଛି । ଏହାପରେ ଦଳର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ନାହାନ୍ତି। ତେବେ […]

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ‘କର ବା ମର’ ସ୍ଥିତି

ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର ଶେଷ ମ୍ୟାଚ୍ । ଏହି ମ୍ଯାଚ ଉଭୟ ଦଳ ପାଇଁ କରିଛି କର ବା ମର ସ୍ଥିତି । […]

କ୍ରିକେଟର ଭୁବନେଶ୍ବର କୁମାରଙ୍କୁ ନେଇ ଚର୍ଚ୍ଚା

ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦା ନେଇପାରନ୍ତି ଭୁବନେଶ୍ବର କୁମାର ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ତାଙ୍କୁ ନେଇ ଏବେ ଲଗାତାର ଜାରି ରହିଛି ଚର୍ଚ୍ଚା । ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଭବିଷ୍ୟତକୁ […]

ଜୁନ ୪ରୁ ଟି-୨୦ ବିଶ୍ୱକପ

ଘୋଷଣା ହେଲା ଆଗାମୀ ବିଶ୍ଵକପ ପାଇଁ ତାରିଖ । ଆସନ୍ତା ଜୁନ ୪ତାରିଖରେ ଅନୁଷ୍ଠିତ ହେ ଟି-୨୦ ବିଶ୍ୱକପ । ୨୦୨୪ ପାଇଁ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି […]