ବଢୁଛି ଶ୍ରେୟ ରାଜନୀତି

ପ୍ରଧାନମନ୍ତ୍ରୀ-ରାହୁଲ ଗାନ୍ଧୀ ମୁହାଁମୁହିଁ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ଏବେ ଆରମ୍ଭ ହୋଇଛି ଆଉ ଏକ ରାଜନୀତି । ଶ୍ରେୟ ରାଜନୀତି । ସଂସଦରେ ଗୃହୀତ ହେବା ପରେ ଏହାର ଲାଗୁ […]

ବଢିଲା ଏନଡିଏର ବଳ

ଏନଡିଏରେ ଲୀନ ହେଲା ଜେଡିଏସ୍ ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତାର ଶକ୍ତି ବୃଦ୍ଧି କରୁଛି । ଜନତା ଦଳ ସେକୁଲାର ବା ଜେଡିଏସ ଏବେ ଏନଡିଏରେ ମିଶିଛି । ଦିଲ୍ଲୀରେ ଜେଡିଏସ ନେତା ଏଚ […]

ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ଟେନସନ୍

୨୪ ଯାଏଁ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ ବା ଏସିବି ଅଦାଲତ ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଅବଧିକୁ ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର […]

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଦାୟିତ୍ବରେ ସୁଦାମ ମାର୍ଣ୍ଡି

ପ୍ରମିଳାଙ୍କ ସ୍ଥାନରେ ସୁଦାମ ମାାର୍ଣ୍ଡିଙ୍କୁ ଅତିରିକ୍ତ ଦାୟିତ୍ବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ ଇସ୍ତଫା ଦେବା ପରେ ସେହି ବିଭାଗର […]

ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ସଂରକ୍ଷଣ

ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ମଞ୍ଜୁରୀ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ଦେଇଛି । ଏହି ବିଲ୍ ଅନୁସାରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ […]

ପୁରୁଣା ସଂସଦ ଭବନରେ ଶେଷ କାର୍ଯ୍ୟଦିବସ

କାଲିଠୁ ନୂଆ ସଂସଦ ଭବନରେ ବସିବେ ସାଂସଦ ଆସନ୍ତାକାଲି ଠାରୁ ଆଉ ସଂସଦର ପୁରୁଣା ବିଲଡିଂରେ କୌଣସି ଅଧିବେଶନ ବସିବ ନାହିଁ । ସ୍ୱାଧୀନତା ପରଠାରୁ ପୁରୁଣା ବିଲଡିଂରେ ହିଁ ସଂସଦର କାର୍ଯ୍ୟ ସବୁ […]

୭୪ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ

୧୯୫୦ରୁ ୨୦୨୩ ସଙ୍ଘର୍ଷର କାହାଣୀ ମୋଦୀ ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ । ୭୪ବର୍ଷରେ ପାଦ ଥାପିଛନ୍ତି ବିଶ୍ୱର ଲୋକପ୍ରିୟ ଜନନାୟକ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସଭିଙ୍କଠୁ […]

‘ନେତାଙ୍କ ଭିତରେ ନମ୍ବର ୱାନ ମୋଦୀ’

ଗ୍ଲୋବାଲ ଲିଡର ଆପ୍ରୁଭାଲ ସର୍ଭେରୁ ଆସିଲା ରିପୋର୍ଟ ନିଜ ବଳିଷ୍ଠ ନେତୃତ୍ଵ ପାଇଁ ପୁଣି ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ହୋଇଛନ୍ତି ବିଶ୍ୱର ଲୋକପ୍ରିୟ ନେତା […]

ଭୋପାଳରେ ଇଣ୍ଡିଆର ଆଗାମୀ ଶକ୍ତି ପ୍ରଦର୍ଶନ

ଅକ୍ଟୋବରରେ ଇଣ୍ଡିଆର ସାଧାରଣ ସଭା, ହୋଇପାରେ ସିଟ୍ ଭାଗବଣ୍ଟା ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଗଠନ କରିଛନ୍ତି ଇଣ୍ଡିଆ ମେଣ୍ଟ । ଏହି ମେଣ୍ଟର ପ୍ରଥମ ସାଧାରଣ ସଭା ଅକ୍ଟୋବରରେ ଅନୁଷ୍ଠିତ […]

ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ !

‘ଛାତ୍ର ସଂସଦ ନିର୍ବାଚନ ନହେଲେ ନବୀନ ନିବାସ ଘେରିବୁ’ ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ ! ଗତ ୫ବର୍ଷ ଧରି ଛାତ୍ର ନିର୍ବାଚନ ଉପରେ ରାଜ୍ୟସରକାର ରୋକ ଲଗାଇଥିବାବେଳେ ଚଳିତ […]

ଓଡ଼ିଶାରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍

ଜିଲ୍ଲାପାଳଙ୍କ ବୈଠକରେ ନିର୍ବାଚନୀ ସମୀକ୍ଷା କରିବ ଟିମ୍ ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଗଲାଣି ପୂର୍ବ ପ୍ରସ୍ତୁତି । ରାଜ୍ୟରେ କିପରି ସ୍ଥିତି ରହିଛି ତଥା ନିର୍ବାଚନ ପାଇଁ କଣ ରହିବ […]