ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଆଉ ୯ସିଟରେ ପ୍ରାର୍ଥୀ ଘୋଷଣା କଲା ବିଜେଡି ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜୁ ଜନତା ଦଳ । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ […]

କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ନିର୍ବାଚନୀ ଇସ୍ତାହାର: ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟର ପ୍ରତିଶ୍ରୁତି ଦେଲା କଂଗ୍ରେସ। ଆଜି ଲୋକସଭା ନିର୍ବାଚନ ନେଇ କଂଗ୍ରେସ ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ […]

ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇସ୍ତଫା ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଆଠମଲ୍ଲିକରୁ ଏଥର ନଳିନୀକାନ୍ତ ପ୍ରଧାନଙ୍କୁ […]

ବିଜେପି ପାର୍ଟି ଅଫିସରେ ଅସନ୍ତୁଷ୍ଟଙ୍କ ଭଙ୍ଗାରୁଜା

ବିଜେପି ପାର୍ଟି ଅଫିସରେ ହଙ୍ଗାମା ଟିକେଟ ବଣ୍ଟନକୁ ନେଇ ବିଜେପିରେ ଅସନ୍ତୋଷ । ଆଜି ରାଜ୍ୟ ବିଜେପି ପାର୍ଟି ଅଫିସରେ ଦେଖା ଦେଇଥିଲା ହଙ୍ଗାମା । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ନେତା ଓ କର୍ମୀ […]

ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ

ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ । ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଶପଥ ନେଇଛନ୍ତି ଦେବାଶିଷ ସାମନ୍ତରାୟ ଶୁଭାଶିଷ ଖୁଣ୍ଟିଆ ଓ […]

କଂଗ୍ରେସ ଛାଡିଲେ ପାରାଦୀପର ବାପି ସର୍ଖେଲ

କଂଗ୍ରେସ ଛାଡିଲେ ବାପି ସର୍ଖେଲ କଂଗ୍ରେସ ଛାଡିଲେ ବାପି ସର୍ଖେଲ । ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ […]

ବ୍ରହ୍ମପୁର ଲୋକସଭା ଆସନରେ ହେବ ବିଗ୍ ଫାଇଟ

ଭୃଗୁ-ପ୍ରଦୀପ-ରଶ୍ମୀରଞ୍ଜନ, ବ୍ରହ୍ମପୁରରେ ହେବ ବିଗ୍ ଫାଇଟ ବ୍ରହ୍ମପୁର ଲୋକସଭା ଆସନରେ ହେବ ବିଗ୍ ଫାଇଟ । ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ରଶ୍ମୀରଞ୍ଜନ ପଟ୍ଟନାୟକ। ବ୍ରହ୍ମପୁର […]

ବିଜେଡି ଛାଡ଼ିଲେ ପର୍ଶୁରାମ

ବିଜେଡିରୁ ଇସ୍ତଫା ଦେଲେ ସୋର ବିଧାୟକ ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ ଧଡା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୋର ବିଧାୟକ ପର୍ଶୁରାମ ଧଡା । ଦଳ ଟିକେଟ ନଦେବାରୁ […]

ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗଙ୍କ ଅଭିଯୋଗ

କଂଗ୍ରେସରେ ଚାଲିଛି ଡିଲ: ଶିଶିର ଗମାଙ୍ଗ କଂଗ୍ରେସରେ ଚାଲିଛି ଡିଲ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ […]

ବିଜେପିକୁ ଚେତାବନୀ ଦେଲେ ଆତିଶୀ ମାରଲେନା

କେଜ୍ରିୱାଲଙ୍କ ପାଇଁ ଅନଶନରେ ବସିବେ ଆପ୍ ନେତା ତିହାର ଜେଲରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏପ୍ରିଲ ୭ ତାରିଖରେ ଦିଲ୍ଲୀର […]

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା, ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା

ବିଜେଡିର ପ୍ରାର୍ଥୀ ଘୋଷଣା ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ବ୍ରଜରାଜନଗର ଆସନ ପାଇଁ ଅଳକା […]