କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱରରୁ ୟାସିର୍ ନୱାଜ୍, ବାଲେଶ୍ୱରରୁ ଲଢ଼ିବେ ଶ୍ରୀକାନ୍ତ ଜେନା ଆସିଲା କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ […]

ବିଜେପିରେ ମିଶିଲେ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ

ବିଜେପିରେ ବ୍ୟୋମକେଶ ରାୟଙ୍କ ମାମୁ ବିଜେପିରେ ମିଶିଲେ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ। […]

ବିଜେଡିର ନିର୍ବାଚନୀ ଇସ୍ତାହାର କମିଟି ବୈଠକ

ବିଜେଡିର ନିର୍ବାଚନୀ ଇସ୍ତାହାର କମିଟି ବୈଠକ କିପରି ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର ରୂପରେଖ। ସେନେଇ ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର କମିଟି ବୈଠକ ବସିଥିଲା। ଗତ ବୁଧବାର ୩୮ ଜଣିଆ ଇସ୍ତାହାର […]

ବିଜେଡି ଛାଡ଼ିଲେ, ପଦ୍ମ ଧରିଲେ କୈଳାଶ ଚନ୍ଦ୍ର କୁଲେସିକା

‘ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି’ ବିଜେଡି ଛାଡ଼ିଲେ, ପଦ୍ମ ଶିବିରରେ ସାମିଲ ହେଲେ କୈଳାଶ ଚନ୍ଦ୍ର କୁଲେସିକା । କୈଳାଶ କୁଲେସିକା ବିଜେଡିରେ ଥିଲେ । ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି […]

ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବାଲେଶ୍ୱର ଲୋକସଭା ଆସନରୁ ଲେଖାଶ୍ରୀ, ଭୁବନେଶ୍ୱର ମଧ୍ୟରୁ ଲଢ଼ିବେ ନାରାୟଣ ଜେନା ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ବିଧାନସଭା ଏବଂ ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି […]

ଆଜି ଆସିବ ବିଜେପି ପ୍ରାର୍ଥୀ ତାଲିକା

ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ପ୍ରାର୍ଥୀ ତାଲିକା ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା । ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ […]

ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ

ଅରବିନ୍ଦ-ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । […]

ଓଡ଼ିଶାରେ ରୋଡ ଶୋ’ କରିବେ ସୋନିଆ-ରାହୁଲ

ଓଡ଼ିଶା ଆସିବେ ସୋନିଆ-ରାହୁଲ ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧୀ । କରିବେ ରୋଡ ଶୋ’ । କଂଗ୍ରେସ ପ୍ରାର୍ଥୀଙ୍କ ମାଗିବେ ଭୋଟ । ପ୍ରଥମ ପର୍ୟ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ […]

ଖୁବଶୀଘ୍ର ଆସିବ ବିଜେପିର ଦ୍ୱିତୀୟ ପ୍ରର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

‘୨୦ ପୂର୍ବରୁ ସମ୍ପୂର୍ଣ ପ୍ରାର୍ଥୀ ତାଲିକା’ ଖୁବଶୀଘ୍ର ଆସିବ ବିଜେପିର ବାକି ରହିଥିବା ପ୍ରାର୍ଥୀଙ୍କ ତାଲିକା । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓଡ଼ିଶାରେ ପହଁଚିବା ପରେ ଏନେଇ ସୂଚନା […]

ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଂଶସା କଲେ ରାଜ୍ ଠାକରେ

ଏନଡିଏକୁ ରାଜ୍ ଠାକରେଙ୍କ ସମର୍ଥନ ଏନଡିଏକୁ ସମର୍ଥନ ଦେଲେ ରାଜ୍ ଠାକରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଂଶସା । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମୁମ୍ବାଇର ଶିବାଜୀ […]

ଦଳୀୟ ଘୋଷଣା ପୂର୍ବରୁ ପ୍ରଚାର ବେଳେ ସଙ୍କେତ ଦେଲେ ସାଂସଦ ଜୁଏଲ ଓରାମ

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ: ଜୁଏଲ ଓରାମ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ବିଜେପି ଟିକେଟରେ ସେ ଏଠାରୁ ହେବେ ପ୍ରାର୍ଥୀ। ଆଜି ଏଭଳି କିଛି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ […]