ବିରୋଧୀଙ୍କୁ ନବୀନଙ୍କ ପ୍ରଶ୍ନ

କୁଆଡେ ଗଲା ଅଛେ ଦିନ୍?: ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ନବୀନ ପଟ୍ଟନାୟକ । ଦେବଗଡ ପରେ ଏବେ ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି । ଆଉ ଦଳୀୟ […]

ଓଡ଼ିଶା ଆସିବେ ହେମା ମାଳିନୀ

ପିପିଲିରେ କରିବେ ରୋଡ୍ ସୋ’ ହେମାମାଳିନୀ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟର ୩ଟି ସ୍ଥାନରେ କରିବେ […]

ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ

ଜୁନ୍ ୪ରେ ହେବ ଇଣ୍ଡିଆ ମେଣ୍ଟର ସରକାର: ରାହୁଲ ବଲାଙ୍ଗୀରରେ ରାହୁଲଙ୍କ ହାଇଭୋଲଟେଜ୍ ପ୍ରଚାର । କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ […]

ନବୀନଙ୍କୁ ଶାହଙ୍କ କଡ଼ା ସମାଲୋଚନା

BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ ସୋରଡ଼ା ସଭାରେ ନବୀନ ଟାର୍ଗେଟ କଲେ ଅମିତ ଶାହ । ବିଭିନ୍ନ ପ୍ରସଙ୍ଗ ଉଠାଇ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ନବୀନ ସରକାର […]

ଦ୍ୱିତୀୟ ପର୍ଯ୍ୟାୟରେ ୯୫ ପ୍ରାର୍ଥୀ କୋଟିପତି

ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୨୬ ଜଣଙ୍କ ନାଁରେ ଗୁରୁତର ଅପରାଧ […]

ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗରେ ଉତ୍ତର ରଖିଲା ବୈଜୟନ୍ତଙ୍କ ଅଫିସ

‘ଓଡ଼ିଆ ବୁଝୁଥିଲେ କଦର୍ଥ କରନ୍ତେନି’ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ […]

ବାରାଣାସୀରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣାସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ସହ […]

କାଲି ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ

କଟକରେ ଶାହ କରିବେ ରୋଡ ଶୋ’ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ […]

ବ୍ରହ୍ମପୁରରେ ନିର୍ବାଚନୀ ହିଂସା

ପ୍ରଦୀପଙ୍କ ଛାତିରେ ଫ୍ରାକଚର, ଶିବଶଙ୍କର ଗିରଫ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ। ହତ୍ୟା ଉଦ୍ୟମ ମାମଲା ରୁଜୁ କରି […]

କାହିଁକି ଆମେଥି ଛାଡ଼ି ରାଏବରେଲୀରୁ ଲଢୁଛନ୍ତି ରାହୁଲ

କାହିଁକି ରାଏବରେଲୀରୁ ଲଢ଼ିଲେ ରାହୁଲ କହିଲେ କାରଣ କାହିଁକି ଆମେଥି ଛାଡ଼ି ରାଏବରେଲୀରୁ ଲଢୁଛନ୍ତି ରାହୁଲ ଗାନ୍ଧି । କାରଣ କହିଲେ ନିଜେ ରାହୁଲ ଗାନ୍ଧି । ରାଏବରେଲିରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ […]

କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି। କାର୍ୟ୍ୟରେ ଅବହେଳା ପାଇଁ […]