ଓଡ଼ିଶାରେ ବିଜେପି ସରକାର ଗଢିବା ଉଦ୍ୟମ ବିଫଳ ହେବ

କେନ୍ଦ୍ରୀୟ ନେତା ଅତିଥି ଭଳି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ ବିଜେପିକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର କ୍ୟାବିନେଟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ । କହିଲେ ବିଜେପିର […]

‘ବିଜେପି ଆସିଲେ ଭଦ୍ରକରେ ହେବ ମେଡିକାଲ କଲେଜ ଏବଂ ହସ୍ପିଟାଲ’

‘ଓଡ଼ିଶାକୁ ତାମିଲବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ?’ ଚାନ୍ଦବାଲି ସଭାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜନସଭାକୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରାକର ହେବ । ‘ଓଡ଼ିଶାର […]

ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ଡେଟ୍

‘ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର’ ବିଜେପି ଫୋକସ୍‌ରେ ଓଡ଼ିଶା। ବିଜେପି ହେଭିୱେଟ୍ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି। ଏହାରି ଭିତରେ ଖବର ସରବରାହ ସଂସ୍ଥା ANIକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ […]

ପାଟକୁରାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା

‘ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର […]

ବିଜେଡିର ଲେଖା ଛିଡ଼ି ଯାଇଛି: ପ୍ରଦୀପ ପାଣିଗ୍ରାହୀ

‘ଏଥର ନବୀନ ବାବୁ ହିଞ୍ଜିଳିରୁ ହାରୁଛନ୍ତି’ ନିର୍ବାଚନୀ ହିଂସା ନେଇ ବିଜେଡିକୁ ଟାର୍ଗେଟ୍ କଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, […]

୧୨୮୫ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ

ଆସିଲା ଏଡିଆର ରିପୋର୍ଟ, ୪୧୨ କୋଟିପତି ପ୍ରାର୍ଥୀ ରାଜ୍ୟର ୧୪୭ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିବା ୧୨ ଶହ ୮୫ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ୩୨ ପ୍ରତିଶତ ଅର୍ଥାତ୍ ୪୧୨ […]

ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ […]

ପୁଣି ଓଡ଼ିଶା ଆସିବେ ମୋଦି-ଶାହ

୨୮ରେ ଶାହ, ୨୯ରେ ଆସିବେ ମୋଦି ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । […]

ଆଜି ଓଡ଼ିଶା ଆସିବେ ହିମନ୍ତ ବିଶ୍ୱଶର୍ମା

୨ଦିନରେ ୮ସ୍ଥାନରେ ପ୍ରଚାର କରିବେ ହିମନ୍ତ ଶେଷ ପର୍ୟ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ […]

ତୃତୀୟ ପର୍ୟ୍ୟାୟରେ ୭୧% ମତଦାନ

ତୃତୀୟ ପର୍ୟ୍ୟାୟରେ ୭୧ ପ୍ରତିଶତ ମତଦାନ ସରିଲା ତୃତୀୟ ପର୍ୟ୍ୟାୟ ନିର୍ବାଚନ, ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟ ଦେଲେ କଟକ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱରବାସୀ । […]

ଦୁଇ ଗୋଷ୍ଠୀ ମୁହାଁମୁହିଁ

ମନ୍ତ୍ରୀଙ୍କ ସାମନାରେ ବୁଥରେ ହାତାହାତି, ୪ ଆହତ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ସୁରୁଖୁରୁରେ ମତଦାନ ହୋଇଥିବା ବେଳେ କିଛି କିଛି ସ୍ଥାନରୁ ହିଂସାର ଖବର ମଧ୍ୟ ସାମ୍ନାକୁ ଆସିଛି। ବୁଥ […]