ମଣିମାଙ୍କ କୋଠ ଭୋଗ

(ଯଯାତି ଏକ୍ସପ୍ରେସ ବ୍ଯୁରୋ): ମହାପ୍ରଭୁଙ୍କ ବେଶ ଯେମିତି ନିଆରା, ଭୋଗ ମଧ୍ୟ ଠିକ୍ ସେମିତି ନିଆରା। ତେବେ ମହାବାହୁଙ୍କ ସମସ୍ତ ଭୋଗ ମଧ୍ୟରେ ଏକ ସ୍ବତନ୍ତ୍ର ଭୋଗ ହେଉଛି କୋଠ ଭୋଗ। ତେବେ କଣ […]

ସରିଲା ଆଡପ ଦର୍ଶନ, କାଲି ବାହୁଡିବେ ମହାବାହୁ

ଶରଧାବାଲିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଶେଷ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ସାଧାରଣ ଭକ୍ତମାନେ ଆଜି ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଧାଡ଼ିରେ ରହି ଆଡ଼ପ ଦର୍ଶନ କରିଛନ୍ତି। ପବିତ୍ର […]

ପତ୍ନୀହନ୍ତା ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍

ପତ୍ନୀହନ୍ତା ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ । ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ-୩ କୋର୍ଟ । ଆଜୀବନ କାରଦଣ୍ଡ ସହିତ 50ହଜାର ଜୋରିମାନା ଦଣ୍ଡରେ ଦଣ୍ଡିତ […]

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା

ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ […]

ଜୁଲାଇ 3ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୮ ତାରିଖ ଯାଏଁ ଚାଲିବ। ରାଜ୍ୟବ୍ୟାପି ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା […]

ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ଜନ୍ମବେଦୀରେ ଆଜି ସରିବ ମହାପ୍ରଭୁଙ୍କ ଲୀଳାଖେଳା । ଆଜି ନବମୀରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ । ନବମୀ ସନ୍ଧ୍ୟା ଦର୍ଶନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ  ଚାଲିବ । ତେବେ ଶ୍ରୀଗୁଣ୍ଡିଚା […]

ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର

ରାଜ୍ୟରେ ବିଭିନ୍ନ ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ […]

ଲାଇସେନ୍ସ ନଥିବା ବସ୍ ରାତିରେ ଚାଲୁଥିଲା କେମିତି ?

ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ନେଇ ଆସିଛି ତାଜୁବ କରିଦେବା ପରି ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍‌ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ […]

ଇନଷ୍ଟାଗ୍ରାମରେ ଭାଇରାଲ ଶ୍ରୀମନ୍ଦିର ଭିତର ଭିଡିଓ

ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଭିଡିଓ । ଏଥର ଫେସବୁକ୍ କି ୟୁଟ୍ୟୁବ ନୁହେଁ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତରର ଦୃଶ୍ୟ । ରୋହିତ ଜୈଶ୍ବାଲ 1973 ନାମରେ ଥିବା […]

ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ ଟଙ୍କାର ସହାୟତା ରାଶି

ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା […]

୨ ବସ୍ ମୁହାଁମୁହିଁ ଧକ୍କା, ୧୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିକଟରେ ସଡକ ଦୁର୍ଘଟଣା । OSRTC ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିବା ସୂଚନା ମିଳିଛି […]